Jump to content

ଶମନ ପୁର

ଉଇକିଅଭିଧାନ‌ରୁ

ଶମନ ପୁର

ଉଚ୍ଚାରଣ

[ସମ୍ପାଦନା]

ଶମନ ଭବନ, ଶମନ ସଦନ, ଶମନ ନଗର(ରୀ)—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯମପୁର; କୃତାନ୍ତପୁରୀ —୧. The abode of the God of death.
୨. ମୃତ୍ୟୁପରେ ମନୁଷ୍ୟର ପ୍ରେତ ବା ଆତ୍ମା ଯେଉଁଠାକୁ ଯାଏ — ୨. The abode of thedeparted spirits.