Jump to content

ଶମିତ

ଉଇକିଅଭିଧାନ‌ରୁ

ଶମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦମିତ —୧. Controlled.
୨. ନିବାରିତ — ୨. Prevented.
୩. ବିନାଶିତ —୩. Destroyed.
୪. ଉପଶମିତ —୪. Assuaged; alleviated; appeased.