Jump to content

ଶମି ସାବେଳି

ଉଇକିଅଭିଧାନ‌ରୁ

ଶମି ସାବେଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

କବାଟର ଏକପ୍ରକାର କଳ — A contrivance consisting of a ring and a pivot or pin in revolving doors.

[ଦ୍ରଷ୍ଟବ୍ୟ —ପୂର୍ବେ କବାଟମାନ ଚଉକାଠରେ ଲଗାଇବା ପାଇଁ କବିଜା ବ୍ୟବହୃତ ହେଉ ନ ଥିଲା ବଡ଼ କବାଟରେ ଡମଣୀ ଓ କବିଜା ଲଗା ଯାଉଥିଲା ଓ ସାଧାରଣ କବାଟର ୨ଟି କଣରେ ଗୋଟିଏ ଲେଖାଁଏ ଲୁହାର ବା କାଠର କୀଳା (ସାବେଳୀ) ଲଗା ଯାଉଥିଲା ଓ ଚଉକାଠରେ ଲୁହାର ଶମି ମରା ଯାଉଥିଲା ସେହି ଶମିରେ କବାଟର ସାବଳି ବୁଲବାରୁ କବାଟ କୋଲି ଯାଉଥିଲା ଓ ମୁଦା ହେଉଥିଲା]