ଶମୀଧାନ୍ୟ
ଦେଖଣା
ଶମୀଧାନ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶମୀଧାନ୍ୟ
|
ସଂସ୍କୃତ - ବିଶେଷ୍ୟ -(ଶମୀ=ଛୁଇଁ+ଧାନ୍ୟ)
[ସମ୍ପାଦନା]ବିରି, ମୁଗ, କୋଳଥ ଆଦି ଛୁଇଁଯୁକ୍ତ ଶସ୍ୟ; ଶିମ୍ୱୀଧାନ୍ୟ — Leguminous or pod-bearing grains.
[ଦ୍ରଷ୍ଟବ୍ୟ —ବିରି, ମୁଗ, କୋଳଥ, ଚଣା, ବରଗୁଡ଼ି, ଶିମ୍ୱ, ମସୁର, ହରଡ଼, ବୁଟ, ମଟର ଆଦି ଏହି ଶମ୍ୱୀଧାନ୍ୟ ବା ଶିମ୍ୱୀ ଧାନ୍ୟ ଶ୍ରେଣୀରେ ଅନ୍ତର୍ଗତ]