ଶମୀ କଣ୍ଟା
ଦେଖଣା
ଶମୀ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶମୀ କଣ୍ଟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶମି ବା ଶମୀ ଓ କଣ୍ଟକ)
[ସମ୍ପାଦନା]ବବ୍ୱୁଜାତୀୟ କ୍ଷୁଦ୍ର କଣ୍ଟକୀ ତରୁ — Acacia Suma.
[ଦ୍ରଷ୍ଟବ୍ୟ —ଏହା ଶମୀ ଗଛ ପରି, କିନ୍ତୁ ଛୋଟ ଛାଲ ଧଳା; ପଲ୍ଲବ ରୋମଶ, କଣ୍ଟା ଯୋଡ଼ା ବାହାରେ; ପତ୍ର ଦ୍ୱିପକ୍ଷ, ପର୍ଣ୍ଣ ୩୩: ଠାରୁ ୫ ପର୍ଯ୍ୟନ୍ତ; ପକ୍ଷ ୧ ଠାରୁ ୨ ଯା; ଫୁଲ ଧଳା ବା ଆପାଣ୍ଡୁର; ଛୁଇଁ ୪/୫: ଆଙ୍ଗୁଳ ଲମ୍ୱ ଓଡ଼ିଶା, ଛୋଟନାଗପୁର ଓ ପଶ୍ଚିମ ବଙ୍ଗରେ ଏ ଗଛ ଜନ୍ମେ]