Jump to content

ଶମୀ ଗର୍ଭ

ଉଇକିଅଭିଧାନ‌ରୁ

ଶମୀ ଗର୍ଭ

ଉଚ୍ଚାରଣ

[ସମ୍ପାଦନା]

(ଶମୀକାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶମୀ ଗର୍ଭରେ ଯାହାର; ବହୁବ୍ରୀହି; ଶମୀ ବୃକ୍ଷର କାଷ୍ଠ ଯଜ୍ଞର ସମିଧରୂପେ ବ୍ୟବହୃତ ହେଉଥିବାରୁ)

[ସମ୍ପାଦନା]
୧. ଅଗ୍ନି — ୧. Fire.
୨. ବ୍ରାହ୍ମଣ —୨. A Brāhmaṇa.