Jump to content

ଶମ୍ପାକ

ଉଇକିଅଭିଧାନ‌ରୁ

ଶମ୍ପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶମ୍=ହର୍ଷ+ପାକ=ଯେ ପାକ କରେ)

[ସମ୍ପାଦନା]
୧. ଆରଗ୍ୱଧ ବା ସୁନାରି ଗଛ —୧. A tree; Cassia Fistula.
୨. ଅଳକ୍ତକ; ଅଳତା —୨. lac dye used in painting the feet.
୩. ରନ୍ଧନ — ୩. Cooking.
୪. ବିପାକ (ବିଶ୍ୱକୋଷ); ପରିଣାମ ୪. Result; final result.