Jump to content

ଶମ୍ଭ

ଉଇକିଅଭିଧାନ‌ରୁ

ଶମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. କଲ୍ୟାଣଯୁକ୍ତ —୧. Blessed; prosperous.
୨. ଶୁଭଯୁକ୍ତ —୨. Auspicious.

ବିଶେଷ୍ୟ -

[ସମ୍ପାଦନା]
୧. ବଜ; ଅଶନି —୧. Thunderbolt.
୨. ବର୍ଚ୍ଛାର ଫଳା —୨. The blade of a spear.



ଶମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୁନ୍ଭ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତ. ଅ)

[ସମ୍ପାଦନା]

ଅତି ପରାକ୍ରାନ୍ତ ଅସୁର ବିଶେଷ —Name of a power. ful demon.

[ଦ୍ରଷ୍ଟବ୍ୟ —ଏ ଓ ଏହାର କନିଷ୍ଠ ଭାଇ ନିଶୁମ୍ଭ ପ୍ରବଳ ପାରକ୍ରାନ୍ତ ହୋଇ ଦେବତାମାନଙ୍କ ଶ୍ରୀ ହରଣ କରି ଦେବଲୋକ ଅଧିକାର କରିଥିଲେ ଦେବତାମାନେ ଭୟରେ ଦୁର୍ଗାଙ୍କର ଶରଣ ପଶିବାରୁ ଦୁର୍ଗା ଧୂମ୍ରଲୋଚନ, ଚଣ୍ତ ମୁଣ୍ତ, ରକ୍ତବୀଜ ନାମକ ଏହାର ସେନାପତିମାନଙ୍କୁ, ଏହାର ସାନ ଭାଇ ନଶୁମ୍ଭକୁ ଓ ଶେଷରେ ଏହାକୁ ବଧ କଲେ ଶୁମ୍ଭ ଦୁର୍ଗାଙ୍କ ନିକଟକୁ ସୁଗ୍ରୀବ ନାମକ ଦୁତ ପଠାଇ ସମ୍ୱାଦ ଦେଇଥିଲେ ଯେ, ତୁମ୍ଭେ ମୋତେ ବା ମୋ ଭାଇକୁ ବିବାହ କର ଦୁର୍ଗା କହିଲ, ମୁଁ ପ୍ରତିଜ୍ଞା କରିଛି ଯେ, ମୋତେ ଯେ ଯୁଦ୍ଧରେ ପରାଜିତା କରିବ ସେ ମୋତେ ବିବାହ କରିବ ଏହି ବିଷୟ 'ଚଣ୍ଡୀ' ବା ଦେବୀ ମହାତ୍ମ୍ୟରେ ବର୍ଣ୍ଣିତ ହୋଇଅଛି

ବାମନପୁରାଣ ମତରେ କଶ୍ୟପଙ୍କର ଦନୁନାମ୍ୱୀ ଏକ ଭାର୍ଯ୍ୟା ଗର୍ଭରୁ ଜାତ ଜ୍ୟେଷ୍ଠ ପୁତ୍ରର ନାମ ଶୁମ୍ଭ ଓ କନିଷ୍ଠର ତାମ ନିଶୁମ୍ଭ ପୁରାଣାନ୍ତର ମତରେ ଶୃମ୍ଭ ପ୍ରହ୍ଲାଦର ପୌତ୍ର ଗବେଷ୍ଠୀର ପୁତ୍ର—ବିଶ୍ୱକୋଷ]