Jump to content

ଶମ୍ଭଳ

ଉଇକିଅଭିଧାନ‌ରୁ

ଶମ୍ଭଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -ଶମ୍ଭ+ଲା ଧାତୁ+କର୍ତ୍ତୃ. ଅ+ଆ

[ସମ୍ପାଦନା]
୧. ଗଣ୍ଡବାନା ଅଞ୍ଚଳର ଅନ୍ତର୍ଗତ ଭାରତର ପ୍ରାଚୀନ ଗ୍ରାମବିଶେଷ; (ଆଧୁନିକ ସମ୍ୱଲପୁର) —୧. The ancient name of Sambalpur.

[ଦ୍ରଷ୍ଟବ୍ୟ —ମହାଭାରତର ବନପର୍ବରେ ଏ ଗ୍ରାମର ନାମ ଉଲ୍ଲେଖ ଅଛି କେହି କେହି ଏହାକୁ ଯୁକ୍ତ— ପ୍ରଦେଶର ମୋରାଦାବାଦ (ଦିଲ୍ଲୀଠାରୁ ୧ ମାଇଲ ପୂର୍ବବର୍ତ୍ତୀ) ଅଞ୍ଚଳର କୌଣସି ଗ୍ରାମ ବୋଲି କହନ୍ତି ଭାଗବତ (୧୨/୨/୧୮: )ରେ ଏହି ଗ୍ରାମରେ ବିଷ୍ଠୁ କଳ୍ପି ଅବତାର ଗ୍ରହଣ କରିବେ ବୋଲି ସଂକେତ କରା ଯାଇଅଛି ବିଷ୍ଠୁ ଜନ୍ମିରୂପରେ ଏଠାରେ ଅବତୀର୍ଣ୍ଣ ହୋଇ ବନ୍ଧୁ ବାନ୍ଧବ ସହ ସହସ୍ର ବର୍ଷ ଅବସ୍ଥାନ କରିବେ ସ୍କନ୍ଦପୁରାଣରେ ଶମ୍ୱଳ ମହାତ୍ମ୍ୟରେ ଏ ତୀର୍ଥର ପରିଚୟ ପ୍ରଦତ୍ତ ହୋଇଅଛି (ବିଶ୍ୱକୋଷ)

୨. ଯୁକ୍ତ ପ୍ରଦେଶର ମୋରାଦାବାଦ ଜିଲ୍ଲାର ଅନ୍ତର୍ଗତ ଗୋଟିଏ ତହସିଲ ବା ସବ୍ଡ଼ିଭିଜନ୍ ଓ ତହିଁର ଗୋଟିଏ ପ୍ରଗନ୍ନାଓ ସବ୍ଡ଼ିଭିଜନ୍ର ରାଜଧାନୀ —୨. A subdivision, Pergana andsubdivisionl headquarters of the district Moradabad in U.P.]