ଶମ୍ଭଳୀ
ଦେଖଣା
ଶମ୍ଭଳୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—ଶମ୍ୱ ଧାତୁ=ଗମନ କରିବା+ଲା ଧାତୁ= ଗ୍ରହଣ କରିବା+କର୍ତ୍ତୃ.+ଅ+ଆ;+ଈ; କିମ୍ୱା
ଶମ୍=ସୁଖ+ଭଲ ଧାତୁ=ବର୍ଣ୍ଣନା କରିବା+କର୍ତ୍ତୃ. ଅ+ଆ; +ଈ ===
ଶମ୍ୱଳୀ; କୁଟ୍ଟିନୀ; ଦୂତୀ; ପ୍ରଣୟଦୂତିକା —A procuress; bawd; a panderess; a female messenger employed between two lovers.
[ଉ—ତାମ୍ୱୁଳ କରଙ୍କଧର ଚାଳନ୍ତି ପଶ୍ଚାତେ ଧନିକ ନନ୍ଦନଗଣ ଶମ୍ୱାଳୀ ଶୋଷିତ ସର୍ବସ୍ୱ—ରାଧାନାଥ]