Jump to content

ଶମ୍ଭୁ

ଉଇକିଅଭିଧାନ‌ରୁ

ଶମ୍ଭୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଶମ୍=କଲ୍ୟାଣ+ଭା ଧାତୁ=ଦୀପ୍ତି ପାଇବା+ଅଧିକରଣ ଉ; ଯାହାଙ୍କଠାରେ କଲ୍ୟାଣ ଦୀପ୍ତିପାଏ)

[ସମ୍ପାଦନା]
୧. ମହାଦେବ; ଶିବ —୧. Ṡaiba.
୨. ବିଷ୍ଣୁ —୨. Bishṇu.
୩. ବ୍ରହ୍ମା —୩. Brahmā.
୪. ବୁଦ୍ଧ —୪. Buddha.
୫. (ବୈଦ୍ୟକ) ଧଳା ଅର୍କ ଗଛ —୫. Calotropis Gigantea (white variety) .

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ —A name given to males.