ଶମ୍ଭୁକର
ଦେଖଣା
ଶମ୍ଭୁକର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ଜିଲ୍ଲା ରାହାଙ୍ଗ ବ୍ରାହ୍ମଣ ଶାସନର କେତେକ କୁଳୀନ ବ୍ରାହ୍ମଣଙ୍କର ପୂର୍ବପୁରୁଷଙ୍କ ନାମ; (ଏହାଙ୍କ ନାମ ଅନୁସାରେ ଏହାଙ୍କ ବଂଶଧରମାନେ 'ଶମ୍ଭକର ମିଶ୍ର' ବୋଲି ଏ ପର୍ଯ୍ୟନ୍ତ ପରିଚିତ) — ୧. Name of a Brahman from whom are descended the Ṡambhukara miṡra Brāhmaṇas of Puri.
- ୨. ପୁରୀ ଜିଲ୍ଲାର ରାହାଙ୍ଗର ଶାସନର ବ୍ରାହ୍ମଣମାନଙ୍କର ଶାଖା ବିଶେଷ —୨. Name of a sect Brāhmaṇas of Puri.