ଶମ୍ଭୁକର ବାଜପେୟୀ
ପୁରୀ ଜିଲ୍ଲାର ରାହାଙ୍ଗଶାସନର ପ୍ରସିଦ୍ଧ ପ୍ରାଚୀନ ପଣ୍ଡିତ [ଦ୍ରଷ୍ଟବ୍ୟ — ଏହାଙ୍କ ରଚିତ ସ୍ମୃତି ଶାସ୍ତ୍ର ଏପର୍ଯ୍ୟନ୍ତ ଦାକ୍ଷିଣାତ୍ୟରେ ପ୍ରାମାଣିକ ଗ୍ରନ୍ଥରୂପେ ପ୍ରଚଳିତ] —Name of the author of a treatise of the Puri district.