ଶମ୍ଭୁଜୀ ଗଣେଶ
ଦେଖଣା
ଶମ୍ଭୁଜୀ ଗଣେଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶମ୍ଭୁଜୀ ଗଣେଶ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିସାର ଜଣେ ମରହଟ୍ଟା ଶାସନକର୍ତ୍ତା —Name of a Mar-<? ?> hartta Governor of Orissa.
[ଦ୍ରଷ୍ଟବ୍ୟ —ଭବାନୀ ପଣ୍ଡିତଙ୍କ ଉତ୍ତାରୁ ଏ ମରହଟ୍ଟା ଅମଳରେ ଓଡ଼ିଶାର ସୁବାଦାର ରୂପେ ନିଯୁକ୍ତ ହୋଇଥିଲେ ଖ୍ରା ୧୭୬୯: ଠାରୁ ୧୭୭୧: ପର୍ଯ୍ୟନ୍ତ ଏ ଓଡ଼ିସାର ସୁବାଦାର ଥିଲେ ଏ ଅତ୍ୟନ୍ତପ୍ରଜାପୀଡ଼କ ଥିଲେ ଓ ଓଡ଼ିଶାରେ ନାନା ପ୍ରକାରର
ନୂତନ କର ବସାଇଥିଲେ ଏହାଙ୍କ ଶାସନର ଶେଷ ଭାଗରେ ଓଡ଼ିଶାରେ ଏକ ଭୟଙ୍କର ଦୂର୍ଭିକ୍ଷ ପଡ଼ି ଶତ ଶତ ଗ୍ରାମ ଜନଶୂନ୍ୟ କରି ଦେଇଥିଲା]