ଶମ୍ଭୋଜୀ
ଦେଖଣା
ଶମ୍ଭୋଜୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଛତ୍ରପତି ଶିବାଜୀଙ୍କ ଜ୍ୟେଷ୍ଠପୁତ୍ର — The eldest son of Ṡibājī and king of the Marhattas.
[ଦ୍ରଷ୍ଟବ୍ୟ — ଖ୍ରା. ୧୬୬୮:ରେ ଏହାଙ୍କର ଜନ୍ମ ଓ ୧୬୮୯:ରେ ମୃତ୍ୟୁ ଯୁବକ ଅବସ୍ଥାରେ ଏ ଅତି ଉଚ୍ଛୃଙ୍ଖଳ ହେବାରୁ ଶିବାଜୀ ଏହାଙ୍କୁ ବନ୍ଦୀ କରିଥିଲେ କିନ୍ତୁ ଶିବାଜୀଙ୍କ ମୃତ୍ୟୁ ପରେ ୧୬୮:ରେ ଏ ରାଜା ହେଲେ ଏହାଙ୍କ ଅମଳରେ ରାଜ୍ୟରେ ନାନା ବିଶୃଙ୍ଖଳା ଘଟିଲା ଓ ଅବଶେଷରେ ଏ ଆରଙ୍ଗଜେବଙ୍କଦ୍ୱାରା ବନ୍ଦୀ ହେଲେ ମୋଗଲ ସମ୍ରାଟ ଆରଙ୍ଗଜେବ ଏହାଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ ହେବା ନିମିତ୍ତ କହିବାରୁ ଏ ତାଙ୍କ ଟୂକ୍ତିଦ୍ୱାରା ତିରସ୍କାର କଲେ ଏହାର ଫଲସ୍ୱରୂପ ଆରଙ୍ଗଜେବଙ୍କ ଆଦେଶରେ ଏହାଙ୍କ ଉତ୍ପାଟିତ ଏବଂ ଜିହ୍ୱା କର୍ତ୍ତିତ ହେଲା ଏବଂ ସେ ଏଥିର ଫଳରେ ପ୍ରାଣତ୍ୟାଗ କଲେ]