Jump to content

ଶମ୍ୟା

ଉଇକିଅଭିଧାନ‌ରୁ

ଶମ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶମ୍ ଧାତୁ=ଶାନ୍ତ ହେବା+କରଣ. ଯ+ଆ)

[ସମ୍ପାଦନା]
୧. ଯୁଗକୀଳକ; ଶଗଡ଼ ଯୁଅଳୀର ବାକୁଲି, ହଳର ଯୁଆଳିର ଶଉଲ —୧. The pegs or spikes attached to the ends of the yoke.
୨. ଲଗୁଡ଼; ଯଷ୍ଟି —୨. Strick; cudgel.