ଶମ୍ୟାକ
ଦେଖଣା
ଶମ୍ୟାକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶମି+ଅକ)
[ସମ୍ପାଦନା]- ୧. ଶମୀପରାଗ; ଶମୀ ଫଳରେ ଥିବା ପରାଗ —୧. A powder found in the fruit of the spung tree.
- ୨. ଶମୀ ବୃକ୍ଷ (ଦେଖ) - —୨. & Sdot;ami bṛuksha (See)
[ଉ—ତୋ ପାଦରେ ଲିହିଲି ଅଳତା ପୋଛି ଶମ୍ୟାକ ଧଳି ନନ୍ଦେ]
- ୩. ଆରକ୍ୱଧ ବୃକ୍ଷ; ସୁନାରୀ ଗଛ (ହିନ୍ଦୀ - ଶ) — ୩. Cassia fistula (tree).