Jump to content

ଶମ୍ୱୁ

ଉଇକିଅଭିଧାନ‌ରୁ

ଶମ୍ୱୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶମ୍ ଧାତୁ=ଶାନ୍ତ ହେବା+ଉ; ବ ଓ ବୁ ଆଗମ)

[ସମ୍ପାଦନା]
୧. ଶାମୁକା; ଦୁଇ ଫାଳିଆ ଶଙ୍ଖ; ଶାମୁକା —୧. Bivalve shell.
୨. ଶଙ୍ଖ — ୨. Conch shell.
୩. ଗେଣ୍ଡା —୩. Snail.
୪. ଗଜକୁମ୍ୱର ଅଗ୍ରଭାଗ —୪. The fore part of the elephant's head.
୫. ଦୈତ୍ୟ ବିଶେଷ —୫. Name of a demon.