ଶମ୍ୱୁକ
ଦେଖଣା
ଶମ୍ୱୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶମ୍ୱୁ, ଶମ୍ୱୁ+କ)
[ସମ୍ପାଦନା]- ୧. ଶମ୍ୱୁ (ଦେଖ) - ୧. Ṡambu (See)
- ୨. ଜନୈକ ଶୂଦ୍ର— ତାପସ (ରାମଚନ୍ଦ୍ର ଏହାର ଶିରଶ୍ଚେଦନ କରିଥିଲେ) — ୨. Name of a Ṡūdra sage beheaded by Rāchandra.
[ଦ୍ରଷ୍ଟବ୍ୟ —ଏ କ୍ରେତାଯୁଗରେ ସ୍ୱର୍ଗକାମନାରେ କଠୋର ତପଶ୍ଚରଣରେ ପ୍ରବୃତ୍ତ ହେଲେ, କିନ୍ତୁଶୂଦ୍ରର ତପଶ୍ଚର୍ଯ୍ୟାରେ ଅଧିକାର ନ ଥିବାରୁ ରାଜ୍ୟରେ ପାପ ସଂଚାର ହେଲା ଏବଂ ଏହି ପାପର ଫଳରେ ଗୋଟିଏ ବ୍ରାହ୍ମଣ କୁମାର ଅକାଳରେ ମୃତ୍ୟୁମୁଖରେ ପତିତ ହେଲା ପିତା ମୃତ ପୁତ୍ରକୁ ଘେନି ରାଜା ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚିବାରୁ ରାମଚନ୍ଦ୍ର ଏବଂଭୂତ ଅକାଳ ମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ବହିର୍ଗତ ହୋଇ ଅରଣ୍ୟ ମଧ୍ୟକୁ ଯାଇ ଦେଖିଲେ ଯେ, ଏହି ଶୂଦ୍ରମୁନି ଗୋଡ଼କୁ ଊର୍ଦ୍ଧ୍ୱକୁ ଓ ମୁଣ୍ଡକୁ ତଳକୁ ରଖି ସ୍ୱଦେହକୁ ଟଙ୍ଗାଇକରି ତପସ୍ୟା କରୁଅଛନ୍ତି; ରାମଚନ୍ଦ୍ର ଏହା ଦେଖି ଏ ତପସ୍ୱୀଙ୍କର ଶିରଶ୍ଚେଦନ କଲେ ଏବଂ ତତ୍ଫଳରେ ମୃତ ବ୍ରାହ୍ମଣପୁତ୍ର ବଞ୍ଚି ଉଠିଲା ଓ ଶୂଦ୍ର ତପସ୍ୱୀ ସ୍ୱର୍ଗଲାଭ କଲେ ]