Jump to content

ଶମ୍ୱୁକଣ୍ଠୀ

ଉଇକିଅଭିଧାନ‌ରୁ

ଶମ୍ୱୁକଣ୍ଠୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡambukaṇṭhī
  • ଆଇ.ପି.ଏ. — tˌaleboʃʃˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˈɔʃʃoˌukaɾ kˈɔ ɳˈɔ hˈʌlˈʌntɔ ʈʰˈɔ dˈiːɾɡʰikˌaɾ

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

କମ୍ୱୁକଣ୍ଠା; ଯେଉଁ ସ୍ତ୍ରୀର କଣ୍ଠ ଶଙ୍ଖପରି— ରେଖାତ୍ରଯୁକ୍ତ —(a woman) Having a neck with ୩ wrinkles (which are considered graceful).

(ଉ—ଶମ୍ୱୁକଣ୍ଠା ଜମ୍ୱୁନଦ ଗୋରୀ, ଶମ୍ୱୁଜିତ ଉରନ ଚାତୁରୀ—ସଙ୍ଗୀତ)