ଶଯ୍ୟା
ଦେଖଣା
ଶଯ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶୀ ଧାତୁ=ଶୋଇବା+ଅଧିକରଣ. ଯ+ଆ, ଯହିଁରେ ଶୟନ କରାଯାଏ)
[ସମ୍ପାଦନା]- ୧. ତଳ୍ପ; ବିଛଣା —୧. Bed; bedding.
- ୨. ଖଟ ପଲଙ୍କ ଆଦି —୨. Bedstead; couch.
- ୩. ଶୟନ ସ୍ଥାନ —୩. A place for sleeping in.
- ୪. ଶେଯ —୪. A cushin spreadon the ground for sleeping on.
- ୫. ନଦୀର ସ୍ରୋତ ବହି ଯିବାର ସ୍ଥାନ —୫. The bed or channel of a river.
- ୬. (+ଭାବ. ଅ+ଆ) ଶୟନ —୬. Sleeping.