Jump to content

ଶଯ୍ୟା ଗତ

ଉଇକିଅଭିଧାନ‌ରୁ

ଶଯ୍ୟା ଗତ

ଉଚ୍ଚାରଣ

[ସମ୍ପାଦନା]
(ଶଯ୍ୟାଗତା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଶଯ୍ୟାକୁ ଗତ=ପ୍ରାପ୍ତ, ୨ୟା ତତ୍)

[ସମ୍ପାଦନା]
୧. ଶଯ୍ୟାଶାୟୀ; ବିଛଣାରେ ଶୋଇଥିବା; ଶାୟିତ —୧. Sleeping on bed; lying on the bed.
୨. କଠିନ ପୀଡ଼ା ଯୋଗୁଁ ବିଛଣାରୁ ଉଠିବାର ଶକ୍ତି ରହିତ; କତରା ଲଗା —୨. Confined to bed (owing to serious illness).