Jump to content

ଶରଚ୍ଚନ୍ଦ୍ର

ଉଇକିଅଭିଧାନ‌ରୁ

ଶରଚ୍ଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶରତ୍+ଚନ୍ଦ୍ର, ୬ଷ୍ଠୀ ତତ୍ ବା ମ. ପ. ଲୋ.)

[ସମ୍ପାଦନା]

ଶରତ୍କାଳରେ ନିର୍ମଳ ଆକାଶରେ ପଡ଼ିଥିବା ଚନ୍ଦ୍ର —The autumnal moon in its cloudless splendour; the moon shining in the bright autumn sky.

[ଦ୍ରଷ୍ଟବ୍ୟ —ଶରତ୍କାଳରେ ଆକାଶରେ ମେଘ ନ ଥିବାରୁ ଚନ୍ଦ୍ର ଭାରି ତୋଫା ବା ଉଜ୍ଜଳ ଦେଖାଯାଏ]

ଦେଶଜ - ବିପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ —Name given to males.