ଶରଚ୍ଚନ୍ଦ୍ର ଦାସ
ଦେଖଣା
ଶରଚ୍ଚନ୍ଦ୍ର ଦାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ତିବ୍ୱତଦେଶ ପର୍ଯ୍ୟଟକ ଓ ତିବ୍ୱତ ଭାଷାବିଜ୍ଞ ବିଖ୍ୟାତ ବଙ୍ଗୀୟପଣ୍ଡିତ — The famous bengalee traveller and author (on Tibbet).
[ଦ୍ରଷ୍ଟବ୍ୟ —୧୮୪୯: ଖ୍ରାଷ୍ଟାଦ୍ଦରହେ ଏ ଜନ୍ମଗ୍ରହଣ କରିଥିଲେ ତିବ୍ୱତ ଓ ଚୀନ ଦେଶ ଭ୍ରମଣ କରି ଏ ତିବ୍ୱତ ଭ୍ରମଣବୃତ୍ତାନ୍ତ, ତିବ୍ୱତୀୟ—ଇଂରାଜୀ ଡ଼ିକ୍ସନାରୀ ରଚନା କରିଥିଲେ ବର୍ଭର୍ଣ୍ଣମେଣ୍ଟ ଏହାକୁ ରାଟ ବାହାଦୂର ଓ C. I, E ଉପାଧିରେ ଭୃଷିତ କରିଥିଲେ ତିବ୍ୱତୀୟ ଭାଷା ତଥା ଆଚାର ବ୍ୟବହାର ଓ ବୌଦ୍ଧଧର୍ମ ସମ୍ୱନ୍ଧରେ ଏହାଙ୍କର ଅଭିଜ୍ଞତା ପୃଥିବୀବିଖ୍ୟାତ ଏ ଗର୍ଭର୍ଣ୍ଣମେଣ୍ଟଙ୍କ ଅଧୀନତାରେ ତିବ୍ୱତ ଭାଷାର ଅନୁବାଦକକର୍ମ କରି ୧୯୪: ଖ୍ରାଷ୍ଟାଦ୍ଦରେ ପେନ୍ସନ୍ ଗ୍ରହଣ କରିଥିଲେ]