ଶରଚ୍ଚନ୍ଦ୍ର ନିଭାନନ
ଦେଖଣା
ଶରଚ୍ଚନ୍ଦ୍ର ନିଭାନନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଶରତଚନ୍ଦ୍ର+ନିଭ=ସଦୃଶ+ଆନନ, ବହୁବ୍ରୀହି)
[ସମ୍ପାଦନା]ଶରତ୍— କାଳୀନ ଚନ୍ଦ୍ର ପରି ମନୋହର ମୁଖ — A face as beautiful autumn moon.
(ଶରଚ୍ଚନ୍ଦ୍ରନିଭାନନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]ଶରତ୍କାଳୀନ ଚନ୍ଦ୍ରପରି ନୋହର ମୁଖଯୁକ୍ତ —HaVing a face as fair as the autumn moon.