ଶରଣାଗତ
ଦେଖଣା
ଶରଣାଗତ
ଉଚ୍ଚାରଣ
[ସମ୍ପାଦନା][ଶରଣାପନ୍ନ—ଅନ୍ୟରୂପ]
ଶରଣାଗତା, ଶରଣାପନ୍ନା—ସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ଶରଣ=ଆଶ୍ରୟକୁ+ଆଗତ=ପ୍ରାପ୍ତ; ୨ୟା ତତ୍)
[ସମ୍ପାଦନା]ଯେ ବିପଦରୁ ଉଦ୍ଧାର ପାଇବା ପାଇଁ ଅନ୍ୟ ବ୍ୟକ୍ତି ନିକଟରେ ଶରଣ ନେଇ ଥାଏ; ଆଶ୍ରିତ —Taking shelter to be saved from danger.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଆଶ୍ରିତ ବ୍ୟକ୍ତି —୧. One who has taken refuge; a refuge.
- ୨. ଶିଷ୍ୟ; ଚେଲା (ହିନ୍ଦୀ - ଶ) —୨. Disciple.