ଶରଣାଗତ ପାଳକ
(ଶରଣାଗତ ରକ୍ଷକ—ଅନ୍ୟରୂପ)
(ଶରଣାଗତ ପାଳିକା, ଶରଣାଗତ ରକ୍ଷିକା—ସ୍ତ୍ରୀ)
ଯେଉଁ ବ୍ୟକ୍ତି ଶରଣାଗତକୁ ରକ୍ଷା କରେ ବା ପାଳନ କରେ — The protector of a refuge.