Jump to content

ଶରଣାର୍ଥୀ

ଉଇକିଅଭିଧାନ‌ରୁ

ଶରଣାର୍ଥୀ

ଉଚ୍ଚାରଣ

[ସମ୍ପାଦନା]

(ଶରଣୈଷୀ—ଅନ୍ୟରୂପ)

(ଶରଣାର୍ଥିନୀ, ଶରଣୈଷିଣୀ—ସ୍ତ୍ରୀ) 

ସ. ବିଶେଷଣ - ପୁଂ. (ଉପପଦ ତତ୍ପୁରୁଷ, ଶଣେ ନିମନ୍ତେ ଅର୍ଥ =ପ୍ରାର୍ଥୀ)

[ସମ୍ପାଦନା]

ଶରଣପ୍ରାର୍ଥୀ —Praying for being given shelter; seeking refuge.