Jump to content

ଶରଣି

ଉଇକିଅଭିଧାନ‌ରୁ

ଶରଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶରଣ+ଇ, ବିକଳ୍ପେ ଈ, ଗମନାର୍ଥ ଯାହାକୁ ଆଶ୍ରା କରାଯାଏ)

[ସମ୍ପାଦନା]
୧. ମାର୍ଗ; ପଥ; ରାସ୍ତା — ୧. Path; road; way.
୨. ଇନ୍ଦ୍ର ଦୁହିତା;ଜୟନ୍ତୀ — ୨. Name of Indra's daughter.
୩. ଜୟନ୍ତୀ ବୃକ୍ଷ; ଅଗ୍ନି ମନ୍ଥ ବା ଅଗବଥୁ ଗଛ — ୩. A tree; Premna Serratifolia.
୪. ପ୍ରସାରିଣୀ ଲଜ୍ଜା; ପସାରୁଣୀ ଲତା —୪. A creeper; Paederia Foetida (creeper).
୫. ପୃଥିବୀ (ହିନ୍ଦୀ - ଶ) — ୫. The earth.
୬. ହିଂସା (ହିନ୍ଦୀ - ଶ) —୬. Injury.
୭. ରେଖା; ପଂକ୍ତି —୭. Row; line (Apte).