Jump to content

ଶରଣ୍ୟ

ଉଇକିଅଭିଧାନ‌ରୁ

ଶରଣ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଶରଣ୍ୟା—ସ୍ତ୍ରୀ) 

(ଶରଣ୍ୟତା—ବି)

(ଶରଣ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଶରଣ+ସମଥାର୍ଥେ; ଯ)

[ସମ୍ପାଦନା]
୧. ଆଶ୍ରୟ ଦାତା; ବିପଦରୁ ରକ୍ଷାକର୍ତ୍ତା —୧. Saviour; protector.
୨. ଆଶ୍ରୟ —୨. Shelter; refuge.
୩. ରକ୍ଷଣ —୩. Protection.
୪. ଗୃହ — ୪. House.
୫. କ୍ଷତି —୫. Loss; mischief.
୬. ଆଘାତ —୬. Hurt; blow; stoke.

ବିଶେଷଣ - ପୁଂ.

[ସମ୍ପାଦନା]

ଶରଣାଗତ ରକ୍ଷଣ ସମର୍ଥ; କୌଣସି ବ୍ୟକ୍ତିକୁ ବିପଦରୁ ରକ୍ଷା କରିବାକୁ ସମର୍ଥ —Able to protecta person from danger.