ଶରଣ ଧରଣୀ
ଦେଖଣା
ଶରଣ ଧରଣୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଞ୍ଜାମର ଆଠଗଡ଼ ରାଜ୍ୟ —Name of the estate of Athagaṟḍ̠a in Ganjām.
[ଦ୍ରଷ୍ଟବ୍ୟ —କଳାପାହାଡ଼ ଯେତେବେଳେ ଓଡ଼ିଶାକୁ ଆକ୍ରମଣ କଲା, ସେତେବେଳେ ଓଡ଼ିଶାର ରାଜା ପୁରୀରୁ ଜଗନ୍ନାଥ ଦେବଙ୍କୁ ସଙ୍ଗରେ ନେଇ ଆଠଗଡ଼ ରାଜ୍ୟରେ ଆଶ୍ରୟ (ଶରଣ) ଗ୍ରହଣ କରିଥିଲେ ଓ ଆଠଗଡ଼ର ତଦାନୀନ୍ତନ ରାଜା ଓଡ଼ିଶା ରାଜାଙ୍କୁ ବିଶେଷ ଆଦର ସମ୍ମାନ ସହିତ ଆଶ୍ରୟ (ଶରଣ) ଦେଇଥିଲେ ଏହା ଛଡ଼ା ଆଠଗଡ଼ର ରାଜାମାନେ ପୁରୁଷାନୁକ୍ରମେ ବହୁ ସମ୍ମନାହି ବ୍ୟକ୍ତିଙ୍କୁ ଆଶ୍ରୟ ଦେଇ ଆଶିଥିବରୁ 'ଆଠଗଡ଼' ରାଜ୍ୟ ଶରଣ ଧରଣୀ ବା ଶରଣ ରାଜ୍ୟ ନାମରେ ପୂର୍ବେ ଅଭିହିତ ହେଉଥିଲା]
[ଉ—କହଇ ଶ୍ରା. ବାଲୁକେଶ ଶରଣ ଧରଣୀ ଈଶ— କବିସୂର୍ଯ୍ୟ. କିଶୋରୀଚମ୍ପୂ. କ. ଗୀତ]