ଶରଣ ଧରିବା
ଦେଖଣା
ଶରଣ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶରଣ ଧରିବା
|
ଶରଣ, ନେବା, ଶଣେ ପଶିବା—ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆସନ୍ନ ବିପଦରୁ ରକ୍ଷା ପାଇବା ପାଇଁ ୟ(ବିପନ୍ନ ବ୍ୟକ୍ତି) କୌଣସି ମହତ୍ ବ୍ୟକ୍ତିଙ୍କଠାରେ ଆଶ୍ରୟପ୍ରାର୍ଥୀ ହେବା; ଶରଣାଗତ ହେବା — To take shelter under a great personge to be saved.
[ଉ— ବିକଳେ ଶରଣ ଗଲା ଶରଣ— ବତ୍ସଳ ପାଦପଦ୍ମେ—ରାଧାନାଥ. ମହାଯାତ୍ରା; ଆମ୍ଭଠାରେ ଆସି ତାଙ୍କ ଲୋକମାନେ ଶରଣ ପସିଛନ୍ତି ଯୁଦ୍ଦ ଆର୍ତ୍ତ ମନେ—କୃଷ୍ଣସିଂହ. ମହାଭାରତ. ବନ]