ଶରଣ ପଞ୍ଚକ
ଦେଖଣା
ଶରଣ ପଞ୍ଚକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଜ୍ୟୋତିଷ) ପ୍ରତ୍ୟେକ ମାସରେ ଚନ୍ଦ୍ରର ମକର ଓ କୁମ୍ଭ ରାଶିରେ ରହିବା କାଳ ଅର୍ଥାତ୍ ଉତ୍ତରାଷାଢ଼ା (୨୧ଶ), ଶ୍ରବଣା (୨୨ଶ), ଧନିଷ୍ଠା (୨୩ଶ), ଶଥଭିକ୍ଷା (୨୪ଶ), ଓ ପୂର୍ବ ଭାଦ୍ରପଦ (୨୫ଶ) ନକ୍ଷତ୍ରମାନଙ୍କର ଏକାଦିକ୍ରମେ ପଡ଼ିଥିବା ୫ଟି ଦିବସ (ଏହି ୫ ଦିନ କାଳ ତୃଣ କାଷ୍ଠାଦି ଛେଦନ ଓ ଗୃହ ନିର୍ମାଣ, ଗୃହଚ୍ଛାଦନ ଆଦି କାର୍ଯ୍ୟ ନିଷିଦ୍ଦ) —(Hindu astrology) The period o five days beginning from Uttarāshāṟḍ̠ẖā asterism during which no artisan's work should be done.
[ଦ୍ରଷ୍ଟବ୍ୟ —ମୈଥିଳୀ ପଞ୍ଜିକାରେ ଧନିଷ୍ଠାଠାରୁ ଆରମ୍ଭ କରି ରେବତୀ ପର୍ଯ୍ୟନ୍ତ ନକ୍ଷତ୍ର ବିଶିଷ୍ଟ ତିଥିମାନଙ୍କରେ ତୃଣକାଷ୍ଠାଦି ସଂଗର୍ହ, ଦକ୍ଷିଣ ଦିଗକୁ ଯାତ୍ରା ଓ ଗୃହଚ୍ଛାଦିନ ନିଷିଦ୍ଧ]