Jump to content

ଶରଣ ପଞ୍ଜର

ଉଇକିଅଭିଧାନ‌ରୁ

ଶରଣ ପଞ୍ଜର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ରୂପକ)

[ସମ୍ପାଦନା]

ପଞ୍ଜୁରି ସଙ୍ଗେ ସୁଳନା କରାଯିବା ଆଶ୍ରୟଦାତା ବ୍ୟକ୍ତି, (ଯେଉଁପରି ପକ୍ଷୀ ପଞ୍ଜୁରି ମଧ୍ୟରେ ଥିଲେ ବାହ୍ୟ ଆପଦ ବିପଦରୁ ନିରାପଦ ଥାଏ, ସେହିପରି ଯେଉଁ ବ୍ୟକ୍ତିଙ୍କୁ ଆଶ୍ରୟ କରିବାଦ୍ୱାରା ବିପନ୍ନ ବ୍ୟକ୍ତି ନିରାପଦ ହୁଏ) —A personage under whose shelter a person is safe from danger like a bird in a cage.

(ଯଥା—କ୍ଷମାସାଗର ନରହରି, ଶରଣ ପଞ୍ଜର ମୁରାରି— ଜଗନ୍ନାଥ. ଭାଗବତ)