ଶରଣ ମାଗିବା
ଦେଖଣା
ଶରଣ ମାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶରଣ ମାଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆଶ୍ରୟ ପ୍ରାର୍ଥନା କରିବା —To seek refuge; to ask or pray for shelter; to approach a person for shelter.
[ଉ—ପିତୃ ମାତୃ ହୀନା ଅନାଥା ବାଳିକା ଶରଣ ମାଗେ ବିକଳେ—ରାଧାନାଥ, ପାର୍ବତୀ]