Jump to content

ଶରଦ

ଉଇକିଅଭିଧାନ‌ରୁ

ଶରଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାରଦୀୟ ବୀଣାଯନ୍ତ୍ର; ସରସ୍ୱତୀଙ୍କ ବୀଣା —A sort of lute said to be used by Saraswatī.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଶରଦ୍) ଶରତ୍କାଳ —୧. Autumn.

[ଉ—ଏହିରୂପେ ବରଷାକାଳ ଶେଷ କରି, ଶରଦ ଆଗମନ ଦେଖି ଚାପଧାରୀ କୃଷ୍ଣସିଂହ. ମହାଭାରତ. ବନ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଶର୍ଦୀ)

[ସମ୍ପାଦନା]

ସରଦ୍ (ଦେଖ) - —Sarad (See)

[ଉ—କାଶ ନଶମ ନ କରେ ନୁହଇ ଶରଦ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]