ଶରଦ୍ରାସ
ଶରତ୍କାଳୀନ ରାସଯାତ୍ରା; କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ଶ୍ରାକୃଷ୍ଣଙ୍କର ରାସୋତ୍ସବ —The festival of 'Rāsa' observed on the fullmoon day of Kārttika.