ଶରଧାଇବା
ଦେଖଣା
ଶରଧାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଶରଧା କରିବା, ଶରଧା ପାଇବା—ଅନ୍ୟରୂପ)
ଗ୍ରାମ୍ୟ - କ୍ରି. (ପଦ୍ୟ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ବା ବସ୍ତୁ ପ୍ରତି ସ୍ନେହଯୁକ୍ତ ହେବା; ଶ୍ରଦ୍ଧାଯୁକ୍ତ ହେବା —୧. To like or love a thing or person; to have a liking or affection for.
- ୨. (କୌଣସି ବସ୍ତୁ ପ୍ରତି) ଆଗ୍ରହାନ୍ୱିତ ରୂପେ ଲଳାୟିତ ହେବା —୨. To have a hankering after (some thing); to hanker after.