ଶରଧା ବଳାଇବା
କୌଣସି ବ୍ୟକ୍ତି ବା ବସ୍ତୁ ପ୍ରତି ଶ୍ରଦ୍ଧାନ୍ୱିତ ହେବା —To have a liking for any person or thing.
[ଉ— ପରସ୍ପରେ ଭୁଜ ଛନ୍ଦିବାରେ ସଦା, ଚମ୍ପାଚୂତ ଯହିଁ ବଳାନ୍ତି ଶରଧା ରାଧାନାଥ. ନନ୍ଦିକେଶ୍ୱରୀ]