Jump to content

ଶରଧା ବାଲି

ଉଇକିଅଭିଧାନ‌ରୁ

ଶରଧା ବାଲି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶ୍ରଦ୍ଧା ଓ ବାଲୁକା)

[ସମ୍ପାଦନା]

ଜଗନ୍ନାଥଙ୍କ ବଡ଼ ଦାଣ୍ଡର ବା ରଥଦାଣ୍ଡର ଧୂଳି (ଭକ୍ତମାନେ ଏହାକୁ ଭକ୍ତି ସହିତ ଦେହରେ ବୋଳି ହୁଅନ୍ତି) —The dust of the car-road of Puri.

[ଉ—ଶରଧା ବାଲିରେ ଚାଲେ ଜଗନ୍ନାଥ ରଥ ଘୁମୁରୀ ଗୀତ; x x x ଜଗନ୍ନାଥ ମହାପ୍ରଭୁଙ୍କ ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି x x x ଗଡ଼ି ଯାଇ ଠିଆହେଲା ଫକୀରମୋହନ. ଛମାଣ ଆଠଗୁଣ୍ଠ]