ଶରପୀଡ଼ା
କୌଣସି ଅନିରିକ୍ତ ଶାରୀରିକ କର୍ମ ବା କ୍ଲାନ୍ତି ଯୋଗୁଁ ଶରୀର ପୀଡ଼ା —The aching of the body on account of excessive physical labour or fatigue.
(ଯଥା—ମୋ ଦେହଟା ଶରପୀଡ଼ା କରିଛି)