ଶରପୁଙ୍ଖୀ
ଦେଖଣା
ଶରପୁଙ୍ଖୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ଶର ବା ବାଣର ଯେଉଁ ଅଂଶରେ ପର ବା ପକ୍ଷ ଲାଗିଥାଏ — ୧. The feathered part or end of an arrow.
- ୨. (ବହୁ ବ୍ରୀହି) (ବୈଦିକ) ବନନୀଳ —୨. The purple Tephrosia; Tephro sia Purpurea.
[ଦ୍ରଷ୍ଟବ୍ୟ ——ଏହାର ଆକୃତି ନୀଳ ଗୁଳ୍ମ ପରି ବୈଦଶାସ୍ତ୍ର ମତରେ ଏହା କଟୁ, ଉଷ୍ଣ, କୃମି ଓ ବାତରୋଗ ନାଶକ ଏହାର ବୀଜ ମୂଷିକ ବିଷ— ନାଶକ, ରକ୍ତ ପରିଷ୍କାରକ, ରସାୟନ, ଜ୍ୱର, ପ୍ଲୀହା, ଯକୃତବ୍ରଣ, ବିଷଦୋଷ, ଶ୍ୱାସ, କାଶ ନାଶକ ଶରପୁଙ୍ଖ ଦୁଇ ପ୍ରକାର—ଶ୍ୱେତ ଓ ପୀତ ଶ୍ୱେତ ଜାତୀୟ ଶରପୁଙ୍ଖ ଅଧିକ ଗୁଣଶାଳୀ]