ଶରପୁଳି
ଦେଖଣା
ଶରପୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର ଓ ପୁର)
[ସମ୍ପାଦନା]ଏକପ୍ରକାର ପିଠା — A kind of sweet wheaten cakes; fried in ghee (made in Ṡākshīe gopāḻa temple, Puri)
[ଉ—ଏହା ଗହମ ଚୂନାର ଖଳିରେ ନିର୍ମିତ ଘୃତୁପକ୍ୱ ମିଷ୍ଟାନ୍ନ କାକରା ସତ୍ୟବାଦୀ ଗୋପୀନାଥଙ୍କୁ ଭୋଗ କରାଯିବା ବଡ଼ କାକରା ପିଠାକୁ ଗୋଟିଏ ସରାରେ ଦେଉଳିଆ କରି ମଡ଼ାମଡ଼ି ରଖି ତା ଉପରେ ଖଣ୍ଡ ଖଣ୍ଡ ଛିଞ୍ଚା ଯାଇ— ଥାଏ]