Jump to content

ଶରବାଣି

ଉଇକିଅଭିଧାନ‌ରୁ

ଶରବାଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶର+ବନ ଧାତୁ=ପ୍ରୟୋଗ କରିବା+କର୍ମ. ଇ)

[ସମ୍ପାଦନା]
୧. ବାଣର ଅଗ୍ରଭାଗ —୧. The point of an arrow.
୨. (+କର୍ତ୍ତୃ. ଇ) ତୀରନ୍ଦାଜ; ଧନୁର୍ଦ୍ଧର ପଦାତିକ ସୈନ୍ୟ —୨. Infantry; foot soldier; archer.
୩. ଶରଜୀବୀ —୩. Professional archer.