Jump to content

ଶରବିନ୍ଧା

ଉଇକିଅଭିଧାନ‌ରୁ

ଶରବିନ୍ଧା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧନୁଦ୍ୱାରା ଲକ୍ଷ୍ୟ ଶର ପ୍ରତି ପ୍ରୟୋଗ କରିବା — ୧. Shooting with arrows.

୨. ଲକ୍ଷ୍ୟ ଭେଦ —୨. Shooting at a target.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶରବିଦ୍ଧ —୧. Pierced with arrows.
୨. (ଲକ୍ଷଣାର୍ଥ) ଅତ୍ୟନ୍ତ ଲଜ୍ଜିତ ଇଚ୍ଛାରେ ମ୍ରିୟମାଣ —୨. Much ashamed; put to shame.

[ଦ୍ରଷ୍ଟବ୍ୟ —ଶରବିଦ୍ଧ ବ୍ୟକ୍ତିର ମୁଖ ପରି ଯାହାର ମୁଖ ଲଜ୍ଜାଦ୍ୱାରା ବିକୃତ ହୋଇଯାଏ]