ଶରମ
ଶ୍ରମ; ପରିଶ୍ରମ —Labour.
[ଉ—ଘନସାର ବାସ ପ୍ରଖର ନିଶ୍ୱାସ ଶରମଭରୁ ପ୍ରସରେ—କବିସୂର୍ଯ୍ୟ. ସଙ୍ଗୀତ]
କ୍ରପା; ବ୍ରାଡ଼ା; ଲଜ୍ଜା — Modesty; feeling of sharme; bashfulness.