ଶରଯୂ
ଶରଯୂ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଅୟ, ବିକଳ୍ପେ ଅଯୁ)
[ସମ୍ପାଦନା]ଅଯୋଧ୍ୟା ଦେଶସ୍ଥ ନଦୀ ବିଶେଷ — Name of a river in Aj̄odhyā.
[ଦ୍ରଷ୍ଟବ୍ୟ —ଶରଯୁ ନଦୀ ଘର୍ଘରା ନଦୀର ଗୋଟିଏଶାଖା ଅଟେଏହା ହିମା— ଳୟର ଦକ୍ଷିଣପାର୍ଶ୍ୱରୁ ବହାରି ଘର୍ଘରା ନଦୀ ସଙ୍ଗେ ବଢ଼ାଇଚ (Bahraich) ଜିଲ୍ଲାରେ ମିଳିଅଛି ଘର୍ଘରା ନଦୀ ହିମା— ଳୟର ଉତ୍ତରପର୍ଶ୍ୱରୁ ବାହାରି ହିମାଳୟକୁ ଭେଦ କରି ଆଶିଅଛି ଶରଯୁ ଓ ଘର୍ଘରା ମିଳିତ ହେବା ପରେ ବହରାମ ଘାଟଠାରେ ହିମାଳୟରୁ ପ୍ରବାହିତ ଚଉକା ନାମକ ଅନ୍ୟ ଗୋଟିଏ ନଦୀ ଏଥିରେ ପଡ଼ିଅଛି ଓ ଏ ସମ୍ମିଳିତ ନଦୀମାନ ଗୋଗରା (ଘର୍ଘରା) ନାମରେ ପ୍ରବାହିତ ହୋଇ ଛପରା ନିକଟରେ ଉତ୍ତର ପଶ୍ଚିମ ଆଡ଼ୁ ଆସି ଗଙ୍ଗା ସଙ୍ଗେ ମିଶିଅଛି ଅଯୋଧ୍ୟା ସମ୍ମିଳିତ ଘର୍ଘରା ନଦୀର ଦକ୍ଷିଣ କୂଳରେ ଅବସ୍ଥିତ ଏ ସମ୍ମିଳିତ ଧାରକୁ କେହି କେହି ଘର୍ଘରା ଓ କେହି କେହି ସରଯୁ ନାମରେ ଅଭିହିତ କରନ୍ତି ଓ ଏଥିପାଇଁ ଅଯୋଧ୍ୟାନଗର ଶରଯୁ କୂଳରେ ଅବସ୍ଥିତ ଥିବା ରାମାଯଣାଦି ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି ରାମ ଲକ୍ଷ୍ମଣ ଏହି ଶରଯୁ ନଦୀରେ ଝାସ ଦେଇ ସ୍ୱର୍ଗାରୋହଣ କରିଥିଲେ ଓ ଏହି ନଦୀ ତୀରରେ ମହାପୁରୁଷ ତୁଳସୀ ଦାସଙ୍କ ଆଶ୍ରମ ଥିଲା]
ଦେଶଜ - ବିଶେଷ୍ୟ - (ସ୍ତ୍ରୀ)
[ସମ୍ପାଦନା]ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ —Name given to females.