ଶରଳ
ଦେଖଣା
ଶରଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ+କର୍ତ୍ତୃ. ଅଳ; ବିକଳ୍ପେ ସରଳ)
[ସମ୍ପାଦନା]- ୧. ଦେବ— ଦାରୁ ଗଛ —୧. The pine; Pinus Longifolia.
- ୨. ସଜ୍ଜନ ଅକପଟହୃଦୟ ବ୍ୟକ୍ତି —୨. A frank person; an open-hearted person; upright man; a good man.
- ୩. ଜଳ; ପାଣି — ୩. Water.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସରଳ; ଅବକ୍ର; ସିଧା — ୧. Straight.
- ୨. କ୍ରୂର —୨. Cruel.
- ୩. ଶଠ; ପ୍ରତାରକ —୩. Deceitful.
- ୪. ବକ୍ର —୪. Crooked; distorted.