ଶରଶରୀକ
ଦେଖଣା
ଶରଶରୀକ
ଉଚ୍ଚାରଣ
[ସମ୍ପାଦନା][ଶର୍ଶରୀକା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଂ—(ଶୃ ଧାତୁ=ହିଂସା କରିବା—+ଅତି— ଶୟାର୍ଥେ ଦ୍ୱିତ୍ତ୍ୱ+ଈକ)
[ସମ୍ପାଦନା]ହିଂସ୍ର; ଖଳ — Deceitful; wicked; malicious.
ବିଶେଷ୍ୟ -
[ସମ୍ପାଦନା]- ୧. ଖଳ ବ୍ୟକ୍ତି —୧. A wicked person; a rogue.
- ୨. ଅଶ୍ୱ —୨. Horse.
- ୩. ମଙ୍ଗଳା— କରଣ —୩. Decorating a house or person in token of some festivity.
- ୪. ଅଗ୍ନି — ୪. Fire.