ଶରା
ହାଣ୍ଡି ଆଦି ପାତ୍ରର ଢ଼ାଙ୍କୁଣୀ; ମାଟିର ଛୋଟ ପଲମ ବା ଥାଳିଆ —A shallow plate of earth.
[ଦ୍ରଷ୍ଟବ୍ୟ —ବଡ଼ ଆକୃତିର ଶରାକୁ ପଲମ ବା ତେଲଉଣି ବୋଲାଯାଏ]